ସରିଲା ତିନି ରଥର ୩୨ ଚକ ନିର୍ମାଣ କାର୍ଯ୍ୟ,ଜୋର୍ ସୋର୍ ରେ ଚାଲିଛି ପୁରୀ ରଥର କାର୍ଯ

ପୁରୀ: ସରିଲା ତିନିରଥର ୩୨ ଚକ ନିର୍ମାଣ କାର୍ଯ୍ୟ। ରବିବାର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥ ମୋଟ ୪୨ ଗୋଟି ଚକ ମଧ୍ୟରୁ ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି।



ଏହା ସହ ରଥ ଚାଳିରେ ତିନିରଥର ଅନ୍ୟାନ୍ୟ ଆବଶ୍ୟକ ଅଂଶ ମଧ୍ୟରୁ ଓରା, ଓରାଖମ୍ବି, ଭୂଇଁ ଚଉତା ଆଦିର ଚଉପଟ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଏଥିସହ ବାହାର ରଥ ଖଳାରେ ତିନି ରଥର ଅଖ ଗୋଲେଇ କାର୍ଯ୍ୟ ମହାରଣା ସେବକ ମାନେ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button
Latest